ଚାନ୍ଦପୁର ପୋଲିସ ର ଅଚାନକ ଖଣି ରେ ଚଢ଼ାଉ : ଦୁଇ ଗିରଫ , କଟର ମେସିନ ଜବତ

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ ର ପୁନଃଶ୍ଚ ପଥର ଖଣି ଚଢ଼ାଉ । କନ୍ଧନୟାଗଡ଼ ପେଟ୍ରୋଲ ପମ୍ପ ପଛରେ ଲାଟେରାଇଟ୍ ପଥର ଖଣି ଉପରେ ପୋଲିସ ର ଅକସ୍ମାତ ଚଢାଉ ଏବଂ ଏହି ପଥର ଖଣି ରୁ କଟର ମେସିନ୍ ଜବତ

ବେଆଇନ ଖଣି ଖନନ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଦୁଇ ଜଣ ଙ୍କୁ ଗିରଫ କରିଛି ଚାନ୍ଦପୁର  ପୋଲିସ । ପୂର୍ବରୁ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଥିଲା କିନ୍ତୁ ଜାମିନରୁ ମୁକ୍ତ ହେବା ପରେ ସେମାନେ ପୁଣି ଖଣି ଖନନ କରିଥିବା ଜଣାଯାଇଛିଉକ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Exit mobile version