ଅଭାବନୀୟ ସମୟରେ ଚାରି ଆଡୁ଼ ଉତ୍କର୍ଷ

 ରାଜସ୍ୱ ୯% ବୃଦ୍ଧି ପାଇ ୧୦,୫୨୨କୋଟି ଟଙ୍କା (ପ୍ରଥମ ଥର ୧୦,୦୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି)

 ଇବିଆଇଟିଡିଏ ୩୨% ବୃଦ୍ଧି ପାଇ ୨୭୮୩ କୋଟି ଟଙ୍କା
 ସର୍ବବୃହତ୍ ଇବିଆଇଟିଡିଏ ମାର୍ଜିନ୍ ୨୬.୪%
 ଇବିଆଇଟିିଡିଏ/ଟିରେ ୨୪% ବୃଦ୍ଧି ସହ ୧୩୩/ଟି ଟଙ୍କା
 ପିଏଟି ୫ ଗୁଣା ବୃଦ୍ଧି ହୋଇ ୧୨୪୩ କୋଟି ଟଙ୍କା
(ପ୍ରଥମ ଥର ୧୦୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି)
 ଇପିଏସ୍ ୬ ଗୁଣା ବୃଦ୍ଧି ପାଇ ୬୫.୫୫
 ପରିଶୋଧ ମୋଟ ଋଣ ୨୨୨୪ କୋଟି ଟଙ୍କା (ନେଟ୍ ଋଣ /
ଇବିଆଇଟିଡିଏ ହେଉଛି ୦.୦୪ଞ୍ଚ)
 ବିକ୍ରି ପରିମାଣ ୭% ବୃଦ୍ଧି ପାଇ ୨୦.୭ ଏମ୍‌ଏନ୍‌ଟି
 ସ୍ଥାପିତ କ୍ଷମତା ୧୬.୪% ବୃଦ୍ଧି ପାଇ ୩୦.୭୫ ଏମ୍‌ଏନ୍‌ଟି
 ସଫଳତାର ସହ ସେୟାର୍ ବାଏ ବ୍ୟାକ୍ କାର୍ଯ୍ୟକ୍ରମ ଶେଷ (୩୨୯ କୋଟି ଟଙ୍କାର
୬୧.୬୬ ଲକ୍ଷ ସେୟାର)
 ଆଇବିସି ଅଧୀନରେ ମୂରଲୀ ଇଣ୍ଡଷ୍ଟ୍ରିଜ୍‌ର ଅଧିଗ୍ରହଣ ସମ୍ପାଦିତ

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ଭୁବନେଶ୍ୱର :- ଅଗ୍ରଣୀ ସିମେଂଟ୍ ଉତ୍ପାଦନକାରୀ କଂପାନି ଡାଲମିଆ ଭାରତ ସିିମେଂଟ୍ ପକ୍ଷରୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ତ୍ରୟମାସ ଓ ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ପୁନୀତ ଡାଲମିଆ, ପରିଚାଳନା ନିର୍ଦ୍ଦେଶକ- ଡାଲମିଆ ଭାରତ ଲିମିଟେଡ୍ କହିଛନ୍ତି ଯେ, “ଏକ ଅତ୍ୟଧିକ କଠିନ ପରିବେଶରେ ଚାରି ଆଡ଼ୁ ଶିଳ୍ପର ଅଗ୍ରଣୀ ପ୍ରଦର୍ଶନ ପ୍ରଦାନ କରିଥିବାରୁ ଆମ ଲୋକମାନଙ୍କପାଇଁ ଡାଲମିଆ ସିମେଂଟ୍ ଗର୍ବିତ । ଦୃଢ଼ ଆର୍ଥିକ ଓ ପରିଚାଳନା ପ୍ରଦର୍ଶନର ଆଉ ଏକ ବର୍ଷରେ ଏକ ଦୃଢ଼ ବାଲାନ୍ସ ସିଟ୍ ଏବଂ ଅତୁଲ୍ୟ ଉତ୍ସର୍ଗୀକୃତ ଟିମ୍ ଜରିଆରେ ଆମେ ତ୍ୱରିତ ଅଭିବୃଦ୍ଧିର ସ୍ପଷ୍ଟ ପଥରେ ରହିଛୁ ।’’ ଶ୍ରୀଯୁକ୍ତ ମହେନ୍ଦ୍ର ସିିଂଘି, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ-ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ଚଳିତ ବର୍ଷ ଆମ କଂପାନିର ପ୍ରଦର୍ଶନକୁ ନେଇ ମୁଁ ଉଲ୍ଲସିତ । ପ୍ରତିଟି କ୍ଷେତ୍ରରେ ଆମ ପରିଚାଳନାରେ ୯.୦%ର ବ୍ୟାପକ ରାଜସ୍ୱ ବୃଦ୍ଧି ଓ ଇବିଆଇଟିଡିଏ ମାର୍ଜିନ୍‌ରେ ୪୬୦ ବିପିଏସ୍ ସମ୍ପ୍ରସାରଣ ଯୋଗୁଁ ଏହି ପ୍ରଦର୍ଶନ ହୋଇଛି । ଏକ ଯଥେଷ୍ଟ ଶୃଙ୍ଖଳିତ କାର୍ଯ୍ୟକ୍ଷମ ଜରିଆରେ ଅମେ ସଳତାର ସହ ଆମର ଉ୍‌ପାଦନରେ ୧୬% ବୃଦ୍ଧି ଆଣିଛୁ ଏବଂ ସେହ ସମୟରେ ଆମର ମୋଟ ଋଣ ପ୍ରାକ୍‌-ପରିଶୋଧ କରିଛୁ ।’’

 କ୍ରମାଗତ ଦ୍ୱିତୀୟ ଥର ଲାଗି ଡାଲମିଆ ସିମେଂଟ୍ (ଭାରତ)
ଲିମିଟେଡ୍ ହେଉଛି ବିଶ୍ୱ ସ୍ତରର ଏକମାତ୍ର ସିମେଂଟ୍ କଂପାନି
ଯାହାକୁ ୟୁଏନ୍ କ୍ଲାଇମେଟ୍ ଆମ୍ବିସନ୍ ସମିଟ୍ ୨୦୨୦ରେ ବକ୍ତବ୍ୟ
ରଖିବା ଲାଗି ଆମନ୍ତ୍ରଣ କରାଯାଇଥିଲା
 ଜାତିସଂଘର ଏକ ଅଗ୍ରଣୀ ସଂସ୍ଥା ପାଣିପାଗ ପରିବର୍ତନ ଉପରେ
ଜାତିସଂଘର ଫ୍ରେମ୍‌ୱର୍କ କନ୍‌ଭେନ୍‌ସନ୍ (ୟୁଏନ୍‌ଏଫ୍‌ସିସିସି) ସିଓପି-
୨୬ ପ୍ରେସିଡେନ୍‌ସି ତରପରୁ ୧୬ ବିଶ୍ୱସ୍ତରୀୟ କଂପାନି ମଧ୍ୟରୁ
ଅନ୍ୟତମ ଯାହାକୁ “ସିଓପି-୨୬ ବିଜ୍‌ନେସ୍ ଲିଡର୍‌’ ଘୋଷଣା
କରାଯାଇଛି ।
 ନିରନ୍ତର ବ୍ୟବସ୍ଥା ଲାଗି ଇଌକ୍ଷଗ୍ଧ;ର୍‌ନ୍ୟାସ୍‌ନାଲ୍ ସିମେଂଟ୍‌
ଏକ୍‌ଜିକ୍ୟୁଟିଭ୍ ତରଫରୁ ଡିସିବିଏଲ୍‌କୁ ଏସିଆ ସଷ୍ଟେନେବିଲିଟି
ଆଣ୍ଡ୍ ଏନ୍‌ଭାଇରନ୍‌ମେଣ୍ଟାଲ୍ ଷ୍ଟିୱାର୍ଡସିପ୍ ଆୱାର୍ଡ ।
 ନାଳନ୍ଦା (ଡାଲମିଆ ସିମେଂଟ୍‌ର ଇନ୍‌-ହାଉସ୍ ଏଲ୍ ଆଣ୍ଡ୍ ଡି ଟିମ୍‌ )
ବିଜ୍‌ନେସ୍‌ୱାର୍ଲଡ୍ ପିପୁଲ୍‌ସ୍ ଏଲ୍‌ଆଣ୍ଡ୍‌ଡି ଏକ୍ସିଲେନ୍ସ
ଆୱାର୍ଡସ୍‌ରେ ଶ୍ରେଷ୍ଠ ସମ୍ମାନ ହାସଲ୍ କରିଛି ।

Exit mobile version