ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଗୋଟେ ଜାଗା କିଣିବାକୁ ପାଣ୍ଡାର ଅଂଚଳରେ ଥିବା ପ୍ଲଟ ନମ୍ବର – 3983 ର କିଛି ଅଂଶ ପ୍ରଶାନ୍ତ କୁମାର ସାହୁ ବିକ୍ରି କରି ଥିଲେ ସନ୍ତୋଷ କୁମାର ପଣ୍ଡାଙ୍କୁ ଏହି ପ୍ଲଟଟିକୁ କିଣି ସରିଲା ପରେ ପଟା ବାହାରି ପଡିଲା କିନ୍ତୁ କୌଣସି କାରଣ ଯୋଗୁ ଏହି ପ୍ଲଟକୁ ଜାଲିଆତି କରି ବିକ୍ରି କରିଛନ୍ତି ବୋଲି ଶୁଣି ସଂଜୀତ କୁମାର ମହାନ୍ତି ମାନ୍ୟବର କୋର୍ଟ ସାହାଯ୍ୟ ନେଇ ନୂଆ ପଟା ପାଇଥିବା ଜମି ଏବଂ କିଣି ଥିବା ମାଲିକ ସନ୍ତୋଷ କୁମାର ପଣ୍ଡା ଏବଂ ଜାଲିଆତିରେ ଜମି ବିକ୍ରି କରିଥିଲେ ପ୍ରଶାନ୍ତ କୁମାର ସାହୁ ନାମରେ ନୋଟିସ ପଠାଇଥିଲେ କିନ୍ତୁ ଆପୋଷ ବୁଝାବନାରେ ନ ହେବାରୁ ବିଚାର ବିଭାଗକୁ ହାତକୁ ଯାଇଛି…
