ମାସ୍କ ନପିନ୍ଧିଥିବା ଦେଢଲକ୍ଷ ଲୋକଙ୍କଠାରୁ ଜରିମାନା ଆଦାୟ : ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :-  କୋଭିଡ୍ କଟକଣା ପାଇଁ ପଦକ୍ଷେପ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ ୨୦୨୧ରେ ମାସ୍କ ନପିନ୍ଧିଥିବା ଦେଢଲକ୍ଷ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି ।  ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।  ୩୫୦ଟି କୋଚିଂ ସେଣ୍ଟର ଏବଂ ଦୋକାନ ସିଲ୍ କରାଯାଇଛି ।

Exit mobile version