ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଲେ ସିବଦତ୍ ପାତ୍ର

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲ କାର୍ଯ୍ୟାଳୟ ରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି ସିବଦତ୍ ପାତ୍ର।ତହସିଲଦାର ଶରତ କୁମାର ମଲ୍ଲିକ ନିଯୁକ୍ତି ପାତ୍ର ସିବଦତ୍ ପାତ୍ର ଙ୍କୁ ପ୍ରଦାନ କରିଥିଲେ । ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ସିବଦତ୍ ପାତ୍ର କୃତଜ୍ଞତା ପ୍ରଦାନ କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version