କୁରାଳଗ୍ରାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା – ତହସିଲଦାର ବିଜୟିତା ସାମନ୍ତସିଂହାର

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ଓଡ଼ଗାଁ :- କୁରାଳଗ୍ରାମରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଆଜି ଦିବା ୧୦ ଘଟିକା ଠାରୁ କୁରାଳ ଗ୍ରାମପଞ୍ଚାୟତର କେବଳ କୁରାଳଗ୍ରାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଓଡ଼ଗାଁ ଆଦର୍ଶ  ଥାନା  ପୋଲିସ  ପକ୍ଷରୁ କୁରାଳ ଗ୍ରାମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସହ ଲୋକ ଙ୍କ ଉପରେ କୋଭିଡି କଟକଣା ଜାରି କରାଯାଇଛି । 

Exit mobile version