ହାତୀଦାନ୍ତ ଓ ବାଘଛାଲ ଜବତ, ଦୁଇଜଣ ଶିକାରି ଗିରଫ 

 ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର)  ଗଣିଆ :-  ଗଣିଆ ବ୍ଲକ ଛାମୁଣ୍ଡିଆ ନିକଟସ୍ଥ ମା’କଳାପାଟ ମନ୍ଦିର ନିକଟରୁ ଦୁଇଜଣ ଶିକାରୀଙ୍କୁ ଏସ.ଟି.ଏଫ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବାଘଛାଲ ଓ ହାତୀଦାନ୍ତ ଜବତ କରିଛି ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତରାଇ ଓ ଅନ୍ୟଜଣେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଚକ୍ରଗଡ଼ର ରମେଶ ପତିହାରି ବୋଲି ଜଣାପଡିଛି । ହାତୀଦାନ୍ତ ଓ ବାଘଛାଲ ଜବତ, ଦୁଇଜଣ ଶିକାରି ଗିରଫ (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version