କରୋନା ରେ ସାମ୍ବାଦିକ ଙ୍କ ମୃତ୍ୟୁ ; ପୋଲସରା ବିଧାୟକ ଶୋକ ସନ୍ତପ୍ତ

ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) ପୋଲସରା :- ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ସାମ୍ବାଦିକ ରତ୍ନାକର ମହାରଣା  ୧୪.୦୪.୨୦୨୧ ଦିନ ଠାରୁ କରୋନା ରେ ଆକ୍ରାନ୍ତ ହୋଇ MKCG ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ବରଣ କରିଛନ୍ତି । ଆଜି ବିଧାୟକ ପୋଲସରା

ଶ୍ରୀକାନ୍ତ ସାହୁ ସ୍ବର୍ଗତ ସାମ୍ବାଦିକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ସ୍ବର୍ଗତ ସାମ୍ବାଦିକ ଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version