ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାଟେନ, ଦିବ୍ୟଶଙ୍କର ମିଶ୍ର ଦ୍ଵିତୀୟ କରୋନା ଟୀକା ନେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ଭୁବନେଶ୍ୱର :-  ମାନ୍ୟବର ଶକ୍ତି,ଶିଳ୍ପ,ଏମ୍.ଏସ.ଏମ୍.ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାଟେନ ଦିବ୍ୟଶଙ୍କର ମିଶ୍ର ଦ୍ଵିତୀୟ କରୋନା ଟୀକା ନେଇଛନ୍ତି,

ଟୀକା ନେବାପରେ ବେଶ ଖୁସିବ୍ୟକ୍ତ କରିଛନ୍ତି ଓ ସମସ୍ତଙ୍କୁ ଭୟ ନକରି ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ସଚେତନ ଓ ସାମାଜିକ ଦୂରତ୍ୱ ରଖିବା ପାଇଁ ନିବେଦନ କରିଛନ୍ତି |

Exit mobile version