ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ଅଗ୍ନି ସୁରକ୍ଷା ସପ୍ତାହ ପାଳନ ଅବସରରେ ରଣପୁର ଅଗ୍ନିଶମ ବିଭାଗ ତରଫରୁ ଆଜି ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଏବଂ ରଣପୁର ଚିକିତ୍ସାଳୟ ଠାରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି l
ରଣପୁର ଅଗ୍ନିଶମ ବିଭାଗର ଅଧିକାରୀ ସରୋଜ କୁମାର ଦାଶଙ୍କ ନେତୃତ୍ୱରେ ମୂଖ୍ୟ ଆଗ୍ନୀକ ଅମେରେନ୍ଦ୍ର ତ୍ରିପାଠୀ, ପ୍ରଦୀପ କୁମାର ନାୟକ, ଗିରିଧାରୀ ଗଉଡା, ମନୋଜ କୁମାର ଗଉଡା, ବିଷ୍ଣୁ ଦଳେଇ, ଜୀବନ ପରିଡା ,
