ବନ ବିଭାଗ ର ଚଢ଼ାଉ ପିକ ଅପ୍ ଗାଡ଼ି ସହିତ ଶାଳ ଗଣ୍ଡି ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଏପ୍ରିଲ ରବିବାର ) ନୂଆଗାଁ :-  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ବୁଢ଼ା ବାରି ଗ୍ରାମ ଗାର୍ଡ ବିଜୟ କୁମାର ସାହୁ,ଶ୍ରୀକାନ୍ତ ନାୟକ,ବିନାୟକ ଜେନା ଙ୍କୁ ନେଇ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ବୁଢା ବାରି ଗ୍ରାମ ନିକଟ ପି ଡ଼ବ୍ଲୁ ଡି ରାସ୍ତା ଉପରେ ଭୟରେ ଗାଡ଼ି ଚାଳକ ଗାଡ଼ି ଛାଡ଼ିଦେଇ ଚାଲିଯାଇଥିଲା।ଯାହା ଫଳ ନିକଟରୁ ବନ ବିଭାଗ ପିକ୍ ଅପ୍ ଗାଡ଼ି ସହିତ ୪ ଟି ଶାଳ ଲଗ୍ ଜବତ କରିଛି।ସୂଚନା ଅନୁଯାୟୀ ମହିତମା ଫରେଷ୍ଟର ରାକେଶ କୁମାର ସାହୁ ,ଫରେଷ୍ଟ ଗାର୍ଡ ବିଜୟ କୁମାର ସାହୁ,ଶ୍ରୀକାନ୍ତ ନାୟକ,ବିନାୟକ ଜେନା ଙ୍କୁ ନେଇ ରାତ୍ର ପେଟ୍ରୋଲିଂ

କରୁଥିବା ସମୟରେ ବୁଢା ବାରି ଗ୍ରାମ ନିକଟ ପି ଡ଼ବ୍ଲୁ ଡି ରାସ୍ତା ଉପରେ ଭୟରେ ଗାଡ଼ି ଚାଳକ ଗାଡ଼ି ଛାଡ଼ିଦେଇ ଚାଲିଯାଇଥିଲା।ଯାହା ଫଳରେ ମହିତମା ଫରେଷ୍ଟର ରାକେଶ କୁମାର ସାହୁ ପିକଅପ୍ ଗାଡ଼ି ସହିତ ୪ ଟି ଶାଳ ଗଣ୍ଡି ଜବତ କରିଥିଲେ। ମହିତମା ଫରେଷ୍ଟର ରାକେଶ କୁମାର ସାହୁ ଙ୍କ ଏଭଳି ରାତ୍ର ପେଟ୍ର ଲିଂ ଏବଂ ଘନ ଘନ ଚଢ଼ାଉ ଯୋଗୁଁ କାଠ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Exit mobile version