ମାକ୍ସ ପିନ୍ଧଵା, ସାମାଜିକ ଦୂରତା ରଖିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା କହିଛନ୍ତି –

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ବରଗଡ :- ବରଗଡ ଜିଲ୍ଲା ଭେଡେନ ଥାନା ର ଆଇଆଇସି ହେମନ୍ତ ରାଓ ସପ୍ ଇନିସ୍ପେକଟର ମନୋଜ ପ୍ରଧାନ ଓ ଷ୍ଟାଫ୍ ମାନଙ୍କ ସହିତ ଭେଡେନ ଥାନା ବିଭିନ୍ନ ଅଂଚଳ ପେଟ୍ରୋଲିଂ କରି କରୋନା ଷ୍ଟେନ୍ ଲହର ଦ୍ଵିତୀୟ ପର୍ଯ୍ୟାୟ ସରକାରୀ ନିୟମ ମାନିବାକୁ ଜନସାଧାରଣ ଙ୍କୁ ସଚେତନତ କରାଇଛନ୍ତି । ମାକ୍ସ ପିନ୍ଧଵା, ସାମାଜିକ ଦୂରତା ରଖିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା କହିଛନ୍ତି , ଏଥିରେ ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟ କରାଯିବ ସତର୍କ କରାଇ ଦେଇଛନ୍ତି ।

ଯେଉଁ ଅମାନିଆ ମାନେ ମାନୁନାହାନ୍ତି ସେମାନଙ୍କୁ ଅର୍ଥ ଦନଡ ସହିତ ତାଗିତ କରୁଛନ୍ତି । ଆଗାମୀ ଦିନରେ ଏହିପରି ପେଟ୍ରୋଲିଂ ବ୍ଯବସ୍ଥା ଆହୁରି କଡାକଡି ଭାବେ ପାଳନ କରାଯିବ ବୋଲି ଭେଡେନ ଥାନା ଆଇଆଇସି ହେମନ୍ତ ରାଓ କହିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version