କୋଭିଡ ସ°କ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ତତ୍ପର

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ବରଗଡ଼ :- ପଡୋଶୀ ଛତିଶଗଡ ରାଜ୍ୟରେ କୋଭିଡ ସ°କ୍ରମଣକୁ ଦୃଷ୍ଟି ରେ ରଖି ଜିଲ୍ଲା ର ସୀମାନ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସୀଲ କରାଯିବା ସହ ୨୪ ଘଣ୍ଟିଆ ଯାଞ୍ଚ ଆରମ୍ଭ ହୋଇଛି। ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ରାତ୍ରୀ କାଳୀନ କର୍ଫୁ୍ୟ ଲାଗୁ ହୋଇଥିବା ବେଳେ ଏବ ସୀମାନ୍ତ ଅଞ୍ଚଳ ଅମ୍ଭାଭୋନା,

ପାଇକମାଳ, ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାରେ ପୋଲିସ୍, ସ୍ବାସ୍ଥ୍ୟ ଅଧିକାରୀ , ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗାଡି ତଥା ଯାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ତା’ର ସବିଶେଷ ବିବରଣୀ ରଖାଯାଉଛି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version