ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର ବାଘସାମନ୍ତ ପଡିଆ 20.2.2020 :- ରଣପୁର ବାଘସାମନ୍ତ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲ୍ ମ୍ୟାଚ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ ସହ କଟକ ମଙ୍ଗଳା କ୍ଲବ୍ ମଧ୍ୟରେ କଡା ମୁକାବିଲା ହୋଇଥିଲା । କଟକ ମଙ୍ଗଳା କ୍ଲବ୍ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ କୁ ୧-୦ ଗୋଲ୍ ରେ ହରାଇ ଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି । ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ସରପଂଚ ଶରତ ଚନ୍ଦ୍ର ରଥ,ସ୍ୱରାଜ ମହାନ୍ତି,ଯୋଗ ଦେଇଥିବା ବେଳେ ରଣପୁର କାମିନୀକାନ୍ତ ପଣ୍ଡା ଓ ମନୋରଂଜନ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏମ୍.ଏସ୍ .ବେଗ୍ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ ରେ ସୁକାନ୍ତ ପ୍ରଧାନ, ସୁଶାନ୍ତ ବେହେରା ଓ ବ୍ରଜମୋହନ ମହାପାତ୍ର ସହଯୋଗ କରିଥିଲେ । ଏହି ମ୍ୟାଚକୁ ସ୍ପୋର୍ଡସ୍ ଆସୋସିଏସନ ର ସଦସ୍ୟ ହାପି ମିଶ୍ର ,ସୁଧାଶୁଂ ମହାରଣା , ବିଶ୍ୱଜିତ ମହାପାତ୍ର , ସୌମ୍ୟରଞନ ଦଳେଇ , ରୁପେସ ସେନାପତି. ଚନ୍ଦନ ଖଟେଇ , ବିଭୁତି ପ୍ରଧାନ , ଲିପୁନି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
କଟକ ମଙ୍ଗଳା କ୍ଲବ୍ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ କୁ ୧-୦ ଗୋଲ୍ ରେ ହରାଇ ଫାଇନାଲ୍ କୁ ପ୍ରବେଶ

- Categories: Uncategorized, ଓଡ଼ିଶା, ଖେଳ, ନୟାଗଡ଼ ନିଉଜ୍, ହୋମ୍
Related Content
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି
by
Proprietor Abhimanyu Maharana
March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ
by
Proprietor Abhimanyu Maharana
March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ
by
Proprietor Abhimanyu Maharana
March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
by
Proprietor Abhimanyu Maharana
March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ
by
Proprietor Abhimanyu Maharana
March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ
by
Proprietor Abhimanyu Maharana
March 10, 2026