
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ପିପିଲି :- ବିଜେଡିର ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ଯୋଗେ ପ୍ରଚାର କରିିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୧୭ରେ ଅନୁଷ୍ଠିତ ହେବାକୁଥିବା ପିପିଲି ଉପନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୀତିକ ମାହୋଲ ଗରମ ହେବାରେ ଲାଗିଛି ।
