Home ଅପରାଧ ବାରଙ୍ଗ ତହସିଲଦାର ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) କଟକ :- କଟକ ଜିଲ୍ଲା ବାରଙ୍ଗ ତହସିଲଦାର ବିଚିତ୍ରା ନନ୍ଦ ନାୟକ ମଙ୍ଗଳବାର ଦିନ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତହସିଲଦାର ଶ୍ରୀ ନାୟକ ୧ ଲକ୍ଷ ୭ ହଜାର ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଧରିଲା ଭିଜିଲାନ୍ସହାତରେ ଧରାପଡିଥିଲେ । ଭିଜିଲାନ୍ସ ଟିମ ତହସିଲଦାରଙ୍କୁ ଏତେ ଟଙ୍କା କେଉଁଠୁ ଆସିଲା ଵୋଲି ପ୍ରଶ୍ନ କରିବାରୁ , ତହସିଲଦାର ତାର ସ୍ପଷ୍ଟ ଉତ୍ତର ଦେଇନପାରିବାରୁ , ଭିଜିଲାନ୍ସ ଟିମ ସମସ୍ତ ଟଙ୍କା ଜବତ କରିବା ସହ, ତହସିଲଦାରଙ୍କ ଘରେ ରେଡ୍ କରୁଛି । ବାରଙ୍ଗ ତହସିଲ ଅଧିନରେ ଥିବା ମୋରମ ଖଣି, ବାଲିଘାଟ ରୁ ଦୈନଦିନ ରାତିରେ ବିନା କଗଜ ପତ୍ରରେ ଚୋରା ମୋରମ ଏବଂ ବାଲି ଚୋରା ଚାଲାଣ ଅନାୟସରେ ବେଧଡ଼କ ଚାଲିଛି । ଚୋରାରେ ଏହି କାରବାର ଚଳାଉଥିବା ଗାଡ଼ି ମାଲିଙ୍କ ଠାରୁ ଏହି ଅର୍ଥ ନେଇ ନିଜ ପାଖରେ ରଖିଥାଇ ପାରନ୍ତି ବୋଲି ଅନୁମାନ କରାଯିଉଛି ।( କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) । Categories: ଅପରାଧ, ଓଡ଼ିଶା, କଟକ, ହୋମ୍ Related Content ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026 ସ୍କୁଟି ଚାଳକଙ୍କୁ ମାଡ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ by Proprietor Abhimanyu Maharana October 7, 2026 ଶିଶୁ କନ୍ୟାର ଚିକିତ୍ସା ପାଇଁ ସ୍କୁଲ ପିଲାଙ୍କ ମହତ ପ୍ରୟାସ by Proprietor Abhimanyu Maharana October 7, 2026