Home ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) କୁକୁଡ଼ାଖଣ୍ଡି :- କୁକୁଡ଼ାଖଣ୍ଡି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମାର୍ଥାପଲ୍ଲୀ ଗ୍ରାମରେ ଶ୍ରୀରାଧାକୃଷ୍ଣ ଖେଳ ପଡ଼ିଆରେ ଠାରେ ଶନିବାର ଅପରାହ୍ନ ୫ଟା ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚ ଲକ୍ଷ୍ମୀପୁର ଓ ଆର୍ ଚଣ୍ତିପଦର ମଧ୍ୟରେ ଏହି ମ୍ୟାଚ୍ ୧୨ ଓଭୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଚଣ୍ତିପଦର ଟିମ୍ ଚାମ୍ପିଆନ ହୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚୌଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହୁଗୁଳାପଟ୍ଟ ସରପଞ୍ଚ ପ୍ରଦୀପ କୁମାର ମଲଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳମାନଙ୍କୁ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବରେ ଖେଳିଥିବାରୁ ଖେଳାଳି ମାନଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ଦିନ ଖେଳରେ ଉପସ୍ଥିତ ଅତିଥି ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରି ଖେଳକୁ ଉପଭୋଗ ମଧ୍ୟ କରିଥିଲେ । ଫାଇନାଲରେ ଲକ୍ଷ୍ମୀପୁରକୁ ଆର୍.ଚଣ୍ତିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଆର୍ ଚଣ୍ତିପଦର ବିଜୟ ଲାଭ କରିଥିଲେ । ଏଥିରେ ଲକ୍ଷ୍ମୀପୁର ଟିମକୁ ୮ ୟୁକେଟ ୫୯ ରନ୍ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଚଣ୍ତିପଦର ଟିମର ୫ୟୁକେଟ ୮୯ରନରେ କରିଥିଲା ଏହି ଟିମକୁ ୧୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବକ ଭାବେ ଏମ ପଶୁରାମ, ନବୀନ ସ୍ବାଇଁ, ସୁଦାମ ସ୍ୱାଇଁ, ବିନୋଦ, ବାୟା, ମୁନାବରଡ, ରବି,ରୁଲୁ ସେଠୀ, ଘନ ଦାସ, ଏମ୍ .ରବି, ଜି .ସନ୍ତୋଷ, ଏ.ଜୟନ୍ତ, କେ. ଗୋପାଳ, ଜି.ଗୋପାଳ, ବି.ରମାକାନ୍ତ , ପି.କୃଷ୍ଣଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରି ଉପସ୍ଥିତ ରହି ମ୍ୟାଚକୁ ପରିଚାଳନା କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ : ଶୀଘ୍ର ଚିହ୍ନଟ ଓ ପ୍ରତିରୋଧ ଉପରେ ଗୁରୁତ୍ୱାରୋପ by Proprietor Abhimanyu Maharana July 30, 2026 ବିଦ୍ୟାଳୟ ସନ୍ନିକଟ ସମ୍ବେଦନ ଶୀଳସ୍ଥାନରେ ବେଆଇନ୍ ବ୍ୟବସାୟୀଙ୍କ ପ୍ରତି ଚଢ଼ାଉ ହେଉନାହିଁ କାହିଁକି ..? by Proprietor Abhimanyu Maharana July 30, 2026 ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେଡି by Proprietor Abhimanyu Maharana July 29, 2026 ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana July 29, 2026 ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା by Proprietor Abhimanyu Maharana July 29, 2026 ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର by Proprietor Abhimanyu Maharana July 29, 2026