ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ନୂଆଦିଲ୍ଲୀ :- ବର୍ଷିଆନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୩୨ ମସିହା ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିବା ଶଶିକଳା ଡାକୁ, ରାସ୍ତା, କଭି ଖୁସି କଭି ଗମ୍ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ ।
Related Content
Taneira reimagines ‘Solah Shringaar’ for the modern Indian woman with its new Diwali campaign
by
Proprietor Abhimanyu Maharana
October 7, 2026
VeDakshata : Creating Pathways to Livelihood for Rural Youth
by
Proprietor Abhimanyu Maharana
October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
by
Proprietor Abhimanyu Maharana
October 7, 2026
ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
October 7, 2026
Silver Gandhi demands regularisation of Contractual Teachers - Submitted Memorandum to CM
by
Proprietor Abhimanyu Maharana
October 7, 2026
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି
by
Proprietor Abhimanyu Maharana
October 7, 2026