ଏବେ ଖରାଦିନିଆ ବାମ୍ଫ ନିଅନ୍ତୁ

ସ୍ମାର୍ଟ ସିଟି ରେ ରହୁଥିବା ଲୋକେ ଏବେ ଅନୁଭବ କରିପାରୁଥିବେ ସବୁ ସୁବିଧା ଥାଇ ମଧ୍ୟ ପ୍ରକୃତି ଆଗରେ ସବୁବେଳେ ଆମକୁ ହାର ମାନିବାକୁ ପଡ଼ିବ..!

କଂକ୍ରିଟ ଜଙ୍ଗଲରେ ରହିବା ବହୁତ୍ କଷ୍ଟକର ଏବେ ଆପଣମାନେ ଜାଣିପାରୁଥିବେ… ଅତୀତରେ ବାତ୍ୟା ଏବଂ କରୋନା କଟକଣା ପୁଣି ଏବେ ଖରାଦିନିଆ ବାମ୍ଫ ନିଅନ୍ତୁ ଭୋନସ୍ଵେରିଆ…।

Exit mobile version