ପିପିଲି ପାଇଁ ଆମେ ପ୍ରସ୍ତୁତ…ବିଜେଡି

ଓଡ଼ିଶା ତାଜା ନ୍ୟୁଜ୍ (୩୦ ମାର୍ଚ୍ଚ ମଙ୍ଗଳବାର ) ପିପିଲି :-  ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ,ଭାଇ ରୁଦ୍ର ପ୍ରତାପ ମହାରଥୀଙ୍କ ବିଜୟ ସୁନିଶ୍ଚିତ କରିବା ନିମନ୍ତେ, ଗତକାଲି ସନ୍ଧ୍ୟାରେ ଯଶୁଆପୁର୍ ଗ୍ରାମ ପଞ୍ଚାୟତ ଠାରେ..

ଆଜି ହେବାକୁ ଯାଉଥିବା ବିଜୁ ଜନତା ଦଳର ପାର୍ଥି ରୁଦ୍ର ମହାରଥୀଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ବିଶାଳ ଶୋଭାଯାତ୍ରାକୁ ସଫଳ କରିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥରେ ଜିଲ୍ଲା ପରିଷଦ ସଦସ୍ୟ,ସମିତି ସଭ୍ୟ, ସରପଞ୍ଚ ଏବଂ ପଞ୍ଚାୟତର ମୁରବି ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା

Exit mobile version