1. ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମଧ୍ୟ ମାଡ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛି ଉକ୍ତ ଠିକାଦାର ବାବୁନି ଜେନା ।
2. ସ୍ୱାମୀ – ସ୍ତ୍ରୀ ଠିକାଦାର ବାବୁନି ଜେନାକୁ ବାକି ଟଙ୍କା ମାଗିବାକୁ ଯାଇଥିଲେ, ଟଙ୍କା ଦେବାକୁ ମନା କରିବା ସହ, ଅଜିତ୍ ଙ୍କୁ ଗାଳି ଗୁଲଜ କରିଥିଲା ଠିକାଦାର ଅଜିତ୍ଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ ମାରିଥିଲେ।
