ଚାନ୍ଦିପୁର ମୁଖ୍ୟ ରାସ୍ତାରେ ମାଡ଼ିଗଲା ଟ୍ରକ ; ଜଣେ ମୃତ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ବାଲେଶ୍ୱର :- ଚାନ୍ଦିପୁର ମୁଖ୍ୟ ରାସ୍ତା ସତ୍ୟସାଇ ଇଂଜିନିୟରିଂ କଲେଜ ନିକଟରେ ସାଇକେଲ ଆରୋହୀ ଉପରେ ମାଡ଼ିଗଲା ଟ୍ରକ ଜଣେ ମୃତ । ମୃତକ ଜଣକ ହେଲେ ବାଲେଶ୍ଵର ପାତ୍ରପଡ଼ା ଅଞ୍ଚଳର ମହେନ୍ଦ୍ର ଦାସ ।

ଘଟଣା ସ୍ଥଳରେ ଚାନ୍ଦିପୁର ପୋଲିସ ପହଞ୍ଚି ଗାଡ଼ି ଜବତ କରି ଓ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

(ରିପୋର୍ଟ – ଦୀପ୍ତିମାନ ପତି )

Exit mobile version