ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଫିଜିଓଥେରାଫିଷ୍ଟ ବିଭାଗ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ବରଗଡ଼  :- ବରଗଡ଼ ଜିଲ୍ଲା ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରେ ଫିଜିଓଥେରାଫିଷ୍ଟ ବିଭାଗ ଆରମ୍ଭ ହୋଇଛି । ଏହା ପ୍ରତ୍ୟେକ ଦିନ ସକାଳ ୯ ଟାରୁ ସଂଧ୍ୟା ୫ ପର୍ଯ୍ୟନ୍ତ ଚାଲୁଥିବା ସୂଚୀତ କରାଯାଇଛି ।

ବିଭାଗ ରେ ଶିଶୁ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକମାନେ ଚିକିତ୍ସା ପାଇପାରିବେ । ଏଥିରେ ମୁଖ୍ୟତଃ ଆଣ୍ଠୁ ଗଣ୍ଠି ଦରଜ, ମାଂସ ପେସୀ, ସ୍ନାୟୁ ଜନିତ ରୋଗ, ବାର୍ଦ୍ଧକ୍ୟ ଜନିତ ରୋଗ, ଶିଶୁ ଙ୍କ ରୋଗ, ସ୍ତ୍ରୀ ପ୍ରସୂତି ଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଦିଆଯାଉଛି ।  ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version