ବିଶ୍ୱ କବିତା ଦିବ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ କବିତାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି, ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା କବିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମସ୍ତ କବିମାନଙ୍କୁ ହୃଦୟରୁ ସମ୍ମାନ ଜଣାଉଛି, ବିଶ୍ୱ କବିତା ଦିବସରେ ଆସନ୍ତୁ ଆମ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ସଂକଳ୍ପବଦ୍ଧ ହେବା

Exit mobile version