ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଁଚିଛି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 13.2.2020 :- ପୋଲସରା ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଁଚିଛି । ଓଡ଼ିଶା ସରକାରଙ୍କ “ମୋ ପରିବାର” କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅରୁପ କୁମାର ପଟ୍ଟନାୟକ ଏବଂ

ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ମର ଶରୀର ପାଖରେ ପହଞ୍ଚିଲେ ଏବଂ ଭାବରଡ଼ା ଗ୍ରାମକୁ ଯାଇ ତାଙ୍କ ପରିବାର ଲୋକକୁ ହସ୍ତାନ୍ତର କରିବେ ।

Exit mobile version