ଦୁଇ ଅପରାଧି ବନ୍ଧୁକ ସହ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର )ବ୍ରହ୍ମପୁର :- ବୈଦ୍ୟନାଥେଶ୍ୱର ଥାନା ପୋଲିସ ତରଫରୁ ମଙ୍ଗଳବାର ରାତିରେ ଦୁଇ ଅପରାଧୀ ଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଛି । ସେମାନଙ୍କ ମଧ୍ୟ ରେ ଜଣେ ଟୁନା ନାୟକ ଓ ଅନ୍ୟ ଜଣେ ଦିବା ନାୟକ ବୋଲି ଟାଉନ ଏସଡିପିଓ ବିଷ୍ଣୁ ପତି ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ପୋଲିସ୍ ତରଫରୁ ଅପରାଧି ଦମନ ବେଳେ ଚଢ଼ାଉ ଜାରି ରହିଥିବା ବେଳେ ଦୁଇ ଜଣ ଙ୍କୁ କାବୁ କରାଯାଇଛି ବୋଲି ପତି କହିଛନ୍ତି । ସେମାନଙ୍କ ନାମରେ ଅଧିକ ତଦନ୍ତ ଜାରି ରହିଛି ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version