ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ ଗଜପତି ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା କାଲି ୧୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହେବ l ପ୍ରଥମ ଦିନ୧୦ ଘଣ୍ଟାସମୟରେଜିଲ୍ଲା ପରିଷଦ ଅଧକ୍ଷ୍ୟା ଏହାକୁ ଉଦଘାଟନ କରିବେ ଏବଂ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗ ଦେବେ ବୋଲି ଗଜପତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜ୍ଜଳନ, ଅତିଥିଙ୍କ ପରିଚୟ ପ୍ରଦାନ,

ରାଜ୍ଯ ସ୍ତରୀୟ କୃଷି ମହୋତ୍ସବ ର ସିଧା ପ୍ରସାରଣ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ସିଧା ପ୍ରସାରଣ, ଦ୍ୱିତୀୟ ଦିନ ଚାଷୀଙ୍କ ଉନ୍ନତିରେ କୃଷକ ଉପ୍ତାଦକ ସଙ୍ଘ ର ଭୂମିକା, ଓଡ଼ିଶା ଫୁଲ ଚାଷର ସମ୍ଭାବ୍ୟତା, ପୋଷଣୀୟ ମତ୍ସ୍ୟଚାଷ, ତୃତିୟ ଦିନରେ କୁକୁଡା ପାଳନ ଓଡ଼ିଶାରଏକ କ୍ରମ ବର୍ଦ୍ଧିଷ୍ଣୁ ଔଦ୍ୟେlଗ , ଏକ ଔଦ୍ୟେlଗିକ ଦୃଷ୍ଟିରୁ ଓଡ଼ିଶାରେ ବ୍ୟବସାୟୀକ ଗୋପାଳନ, ସମ୍ମନିତଚାଷ, ଚର୍ଥୁତ ଦିନ ଫସଲ ଖସଡ଼ାର ବିଭିନ୍ନତା, ମିଲେଟ ମିଶନ ପ୍ରୋତ୍ସାହନ, ପ୍ରଭାଵ ଓ ପୌଷ କାୟତା ଏବଂ ପଞ୍ଚମ ଦିନରେ ଜୈବିକ ଚାଷ – ଏକ ଆଧୁନିକ ପଦକ୍ଷେପ, କୃଷି ଉଦ୍ୟୋଗୀ ସମରହୋପ୍ରଭୃତି ଅନୁଷ୍ଠିତ ହେବ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version