
ରଣପୁର ବ୍ଲକର ସାଂସଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ,ନିର୍ବାଚନ ମଣ୍ଡଳୀ ରେ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା । ଚର୍ଚ୍ଚିତ ଖବର ଆଜି ତାହାର ଅନ୍ତଃ ଘଟିଛି । ଓଡ଼ଗାଁ ରେ ଲିଙ୍କନ ସୁବୁଦ୍ଧି ଥିବା ବେଳେ ରଣପୁର ରେ ସ୍ୱର୍ଣ୍ଣ ପ୍ରକାଶ ରାଉତ ରାୟ ହେଲେ ସାଂସଦ ପ୍ରତିନିଧି ।

