
ବହୁ ପ୍ରସିଦ୍ଧ ମହାବିନାୟକ ପୀଠରେ ୧୪୪ ଧାରା ଲାଗୁ


ମହାଶିବରାତ୍ରି ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସମ୍ମତି ପ୍ରଦାନ କରିଥିବା ବେଳେ , ଭକ୍ତ ପାଈଁ କଟକଣା ଜାରି କରାଯାଇ ୧୪୪ ଧାରା ଲାଗୁ ହୋଇଥିବା ଜଣାଯାଇଛି । କରୋନା କଟକଣା ପାଇଁ ପୀଠ ରେ ଭକ୍ତଙ୍କ ସମାଗମକୁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ମାସ୍କ ପରିଧାନ କୁ ବାଧ୍ୟତାମୂଳକ କରଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ପ୍ରଶାସନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତୋର ରହିବ ବୋଲି ସୂଚନା ମିଳିଛି ।
Related Content
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ
by
Proprietor Abhimanyu Maharana
July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାବୁ ସିଂହ
by
Proprietor Abhimanyu Maharana
July 23, 2026
Eastern Regional Police Coordination Committee (ERPCC) Meeting–2026
by
Proprietor Abhimanyu Maharana
July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା
by
Proprietor Abhimanyu Maharana
July 23, 2026
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
by
Proprietor Abhimanyu Maharana
July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ
by
Proprietor Abhimanyu Maharana
July 22, 2026