ଆସନ୍ତା ୧୨ରୁ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ଅଧିବେଶନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ

ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )ଭୁବନେଶ୍ୱର :- ଆସନ୍ତା ୧୨ରୁ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ଅଧିବେଶନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ, ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର ହେବ କୋଭିଡ୍ ଟେଷ୍ଟ, ସମସ୍ତଙ୍କର ହେବ ଆଣ୍ଟିଜେନ ଟେଷ୍ଟ, ରିପୋର୍ଟ ନେଗେଟିଭ୍ ଆସିଲେ ବିଧାନସଭାକୁ ପ୍ରବେଶ ଅନୁମତି, ବାଚସ୍ପତି ସୂଯର୍ୟ ନାରାୟଣ ପାତ୍ରଙ୍କ ସୂଚନା

Exit mobile version