ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରୀବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଏକ ଘରୁ ସନ୍ଦେହ ଜନକ ଭାବେ ପ୍ରେମି ଯୁଗଳ ଙ୍କ ରକ୍ତ ଯୁଡ଼ୁବୁଡୁ ମୃତ ଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ପାରଳାଖେମୁଣ୍ଡି  :- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ପ୍ରେମିଯୁଗଳଙ୍କସନ୍ଦେହ ଜନକ ମୃତ୍ୟୁ l ଘର ଭିତରୁ ଉଭୟଙ୍କ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତ ଦେହ ଉଦ୍ଧାର lଦୀର୍ଘ ଦିନ ପୁ ହେବ ଉଭୟେ ପରସ୍ପର ଙ୍କୁ ଭ HVଲ ପାଉଥିଲେ l

ଝିଅ ର ବାହାଘର ତାଙ୍କ ଘର ଲୋକେ ଅନ୍ୟ ସ୍ଥାନରେ କରିବାକୁ ଠିକ କରିବା ଜାଣି ଉଭୟେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି lଖବର ପାଇ ଗୁରାଣ୍ଡିଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦୁଇଟିକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି l (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version