ଅଗ୍ନି ବିପନ୍ନଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସହାୟତା

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତ ଅଧିନରେ ଥିବା ଚିଲିପଥର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଲୋକ ମାନଙ୍କ ବହୁତ କ୍ଷୟ କ୍ଷତି ହୋଇଥିଲା ।

ଏହି ଘଟଣା ଜାଣିବା ପରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚିଲିପଥର ଗ୍ରାମ କୁ ଯାଇ ଅଗ୍ନିକାଣ୍ଡ ସମ୍ପର୍କରେ ବୁଝିବା ସହ ଅଗ୍ନି ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥିଲେ 

Exit mobile version