
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ ମହାରଣା :- ଭୁବନେଶ୍ୱର ଜନପଥଠାରେ ଗର୍ଭବତୀ, ପ୍ରସୂତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର ମମ୍ ଆଣ୍ଡ ବେବି କେୟାର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମମ୍ ଆଣ୍ଡ ବେବି କେୟାରକୁ ଫିତା କାଟି ଉଦ୍ଘାଟନ କରିଥିଲେ ।
