କୋଣାର୍କ ଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ପ୍ରଶିକ୍ଷଣ ଶିବିର ର ପ୍ରସ୍ତୁତି କାର୍ଯ୍ୟକ୍ରମ ଜାରିଅଛି

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାରଭୁବନେଶ୍ୱର :- କୋଣାର୍କ ଠାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ପ୍ରଶିକ୍ଷଣ ଶିବିର ର ପ୍ରସ୍ତୁତି କାର୍ଯ୍ୟକ୍ରମ ଜାରିଅଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଶିବିରକୁ ଉଦ୍ଘାଟନ କରିବେ l

ଦଳର ସମ୍ପାଦକ ମାନ୍ୟବର ପ୍ରଣବ ପ୍ରକାଶ ଦାସ ଏବଂ ମାନ୍ୟବର ପ୍ରତାପ ଦେବ, ମାନ୍ୟବର ଅରୁଣ କୁମାର ସାହୁ ଙ୍କ
ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲୁଅଛି l ସାତୋଟି ଅଧିବେଶନ ରେ ରାଜ୍ୟର ପ୍ରମୁଖ ନେତୃତ୍ୱ ମାନେ ପ୍ରଶିକ୍ଷଣ ଦେବେ l

Exit mobile version