ବ୍ରହ୍ମପୁର ଏସପିଙ୍କ କଡା ନିର୍ଦ୍ଧେଶ

ଓଡ଼ିଶା ତାଜା ନ୍ୟୁଜ (୨୬ ଫେବ୍ରୁଆରି, ଶୁକ୍ରବାର ) ବ୍ରହ୍ମପୁର :- ବ୍ରହ୍ମପୁର ଏସପିଙ୍କ କଡା ନିର୍ଦ୍ଧେଶ ରହିଛି ଯେ ବିନା ହେଲିମେଟରେ ଗାଡି ଚଳେଇଲେ ଡିଏଲ କେନ୍ସଲ ହେଉଛି ଓ ଆର୍ଥିକ ଦଣ୍ଡ ଦିଆଯାଉଛି କିନ୍ତୁ ପୋଲିସ ବାବୁ ମାନେ ଇନଫର୍ମରେ ବିନା ହେଲିମେଟରେ ଗାଡି ଚଳାଉଛନ୍ତି କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ଏସପି ମୋହଦୟ ଏହା ସାଧାରଣରେ ଚାର୍ଚ୍ଚର ବିଷୟ ପାଲଟିଛି..?       (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version