କଟକ ସଦର ବିଧାୟକଙ୍କ ଦ୍ୱାରା ଷ୍ଟ୍ରିଟ ଲାଇଟ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) କଟକ :- କଟକ ସଦର ବିଧାୟକଙ୍କ ଦ୍ୱାରା ଷ୍ଟ୍ରିଟ ଲାଇଟ ଉଦଘାଟିତ । ଓଡିଶା ତାଜା ନିୟୁଜ ,( ୨୫ ଫେବୃଆରୀ ଗୁରୁବାର) କଟକ, କଟକ ସଦର ବ୍ଲକ ଫକିରପଡା ପଞ୍ଚାୟତର ମା,କାଳୀ ଛକଠାରେ ଗୁରୁବାର ଦିନ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବହେରା ଉଦଘାଟନ କରିଥିଲେ ।

ଏହି ଉଦଘାଟନୀ ଉସ୍ଚବରେ କଟକ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୂଷଣ ପରିଡ଼ା ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version