ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ପ୍ରା.ଲିଃ ପକ୍ଷରୁ ବିଏସ୍‌କେୱାଇ ଅଧୀନରେ ମାଗଣା କାର୍‌ଡିଓଥୋରାସିସ୍ ଓ ଭାସ୍କୁଲାର୍ ସର୍ଜରୀ ସେବା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ପ୍ରା.ଲିଃ ପକ୍ଷରୁ ବିଏସ୍‌କେୱାଇ ଅଧୀନରେ ମାଗଣା କାର୍‌ଡିଓଥୋରାସିସ୍ ଓ ଭାସ୍କୁଲାର୍ ସର୍ଜରୀ ସେବା ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡ଼ାହାଣରୁ ବାମକୁ ଡ଼ା.ସମିତା ମହାନ୍ତି, ଏମବିବିଏସ, ଏମଡି, ପ୍ରସୂତି ଏବଂ ସ୍ତ୍ରୀ ରୋଗ କ୍ଲିନିକାଲ ନିର୍ଦ୍ଦେଶକ, ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର୍ ପ୍ରାଇଭେଟ୍ ଲିମିଟେଡ଼, ଡ଼ା ପ୍ରଦୀପ୍ କୁମାର ମହାନ୍ତି ଏମବିବିଏସ, ଏମଡି, ପୁଲୋମାନାରୀ ମେଡ଼ିସିନ୍ ପରିଚାଳନା ନିର୍ଦ୍ଦେଶକ, ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର୍ ପ୍ରାଇଭେଟ୍ ଲିମିଟେଡ଼,

ଡ଼ା ଦେବାଶିଷ ନାୟକ, ଏମବିବିଏସ, ଡ଼ିଏନବି ସର୍ଜରୀ, ଏମସିଏଚ୍‌, ସିଟିଭିଏସ, ସିନିୟର କନସଲଟାଂଟ, କାର୍ଡ଼ିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ ନିର୍ଦ୍ଦେଶକ, ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର୍ ପ୍ରାଇଭେଟ୍ ଲିମିଟେଡ଼, ଶ୍ରୀଯୁକ୍ତ ରାହୁଲ ପ୍ରତ୍ୟୁଷ ମହାନ୍ତି, ଡ଼ାଇରେକ୍ଟର ଏବଂ ସିଇଓ ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର୍ ପ୍ରାଇଭେଟ୍ ଲିମିଟେଡ଼ ଏବଂ ଶ୍ରୀମତୀ ନୋଭେନା ବୋଥାଜୁ, ନିର୍ଦ୍ଦେଶକ, ଯୋଗାଯୋଗ, ସଦ୍‌ଗୁରୁ ମେଡିକାଲ ଆଣ୍ଡ୍ ରିସର୍ଚ୍ଚ ସେଂଟର୍ ପ୍ରାଇଭେଟ୍ ଲିମିଟେଡ଼ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

Exit mobile version