ଫୁଲନଖରା ଛକରେ କାୱ। ଡାଇରୀ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର )କଟକ :- ଫୁଲନଖରା ଛକଠାରେ ସୋମବାର ସନ୍ଧ୍ୟାରେ କାୱ। ଡାଇରୀ ନାମକ ଏକ ସଂସ୍ଥା ଉଦଘାଟିତ ହୋଇଛି । ମହିଳା ଶିଶୁ ବିକାଶ ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉସ୍ଚବରେ ସମାଜସେବୀ ରବିନ୍ଦ୍ର ସାହୁ , ୫୯ ନମ୍ବର ୱ।ର୍ଡ଼ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ,

ସନ୍ତୋଷ କୁମାର ଲେଙ୍କା, ଦାମୋଦର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କାୱ। ଡାଇରୀ ର ମାଲିକ ସନ୍ତୋଷ କୁମାର ଭୋଳ କା।ୱ। ଡାଇରୀ ସଂପର୍କରେ ସୂଚନା ଦେଇଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version