ଗୁରୁଜଙ୍ଗ ରେ ଫାଣ୍ଡି ସ୍ଥାପନା ପାଇଁ ଦାବୀ – ବ୍ରାଉନ ସୁଗାର୍ ବେପାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି

ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର) ଖୋର୍ଦ୍ଧା  :- ଗୁରୁଜଙ୍ଗ ମେଳଣ ପଡ଼ିଆ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇ ଜାଇ ଥିବାରୁ ଚୋର ମାନେ ଆଜବେଷ୍ଟ୍. କବାଟ. ଝରକା ଭାଙ୍ଗି ନେଇଗଲେଣୀ ଓ ପ୍ରତିଦିନ ଚୋରି ସହିତ ବ୍ରାଉନ ସୁଗାର୍ ବେପାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି

ଏହି ଘରେ ଏକ ଫାଣ୍ଡି ସ୍ଥାପନ ହେଲେ ବହୁତ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ଏକ ଦାବିପତ୍ର ମାଧ୍ୟମରେ ଖୋର୍ଦ୍ଧା ଏସ ପି ଙ୍କୁ ଅନୁରୋଧ କରାଯାଇଛି .(ଖୋର୍ଦ୍ଧାରୁ ଇଫତେଖାର ଆଲ୍ଲୀ)

Exit mobile version