କଂଗ୍ରେସର ଓଡିଶା ବନ୍ଦ ଡାକରା – ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ..?

କଂଗ୍ରେସର ଓଡିଶା ବନ୍ଦ ଡାକରା : ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ..?

ବନ୍ଦ ରହିବ…..

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭୁବନେଶ୍ୱର :-

¶ ପେଟ୍ରୋଲ ପମ୍ପ !!
¶ ଘରୋଇ ବସ !!
¶ ସମସ୍ତ ଶିକ୍ଷାନୁଷ୍ଠାନ !!
¶ ଦୋକାନ ବଜାର  !!
¶ ଗାଡି ଚଳାଚଳ !!

ଖୋଲା ରହିବ…..

~ ଔଷଧ ଦୋକାନ !!
~ ସ୍ୱାସ୍ଥ୍ୟସେବା ଜାରି ରହିବ !!
~ ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ !!
~ ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ !!
~ ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ !!

 

Exit mobile version