ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) କଟକ :- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ , ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ, ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ , ସଂଯୁକ୍ତ କିଷାନ ମୋର୍ଚ୍ଚା କିଷାନ ଦ୍ୱାରା ଅହୂତ, ମଶାଲ ଶୋଭାଯାତ୍ରା କଟକର କଲେଜ ଛକ ରୁ ରାଣୀହାଟ ପର୍ଯ୍ୟନ୍ତ ପଟୁଆର ବାହାର କରାଯାଇଥିଲା । କେନ୍ଦ୍ର ସରକାର ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ ତିନୋଟି ଅନ୍ୟାୟ ଆଇନ ଅଣିଛନ୍ତି । ଯେଉଁ ଆଇନ ଫଳରେ କୃଷକମାନେ, ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲାଭବାନ ହେବେ । ଅକ୍ଳାନ୍ତ ପରିଶ୍ରମ କରି ନିଜର ରକ୍ତ ନିଗାଡ଼ି ଦେଶର ଅନ୍ନଦାତା ଅମଳ କରୁଥିବା ଉତ୍ପାଦିତ ଶସ୍ୟକୁ ଏହି ଆଇନ ବଳରେ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲୁଟିନେବେ ।
ଚାଷୀ ବିରୋଧି କୃଷି ଆଇନ ପ୍ରତ୍ୟାହାର ଦାବିରେ କଟକରେ ମଶାଲ ଶୋଭାଯାତ୍ରା

Related Content
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା
by
Proprietor Abhimanyu Maharana
May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ
by
Proprietor Abhimanyu Maharana
May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ - ବ୍ୟାପକ କ୍ଷୟକ୍ଷତି
by
Proprietor Abhimanyu Maharana
May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬
by
Proprietor Abhimanyu Maharana
May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର...ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି
by
Proprietor Abhimanyu Maharana
May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ
by
Proprietor Abhimanyu Maharana
May 1, 2026