ନୟାୟଗଡ଼ ଜ଼ିଲ୍ଲା ଶାନ୍ତି କମିଟି ଦ୍ୱାରା ଗ୍ରମବିବାଦର ସମାଧାନ

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ନୟାୟଗଡ଼ :- ଜ଼ିଲ୍ଲା ଶାନ୍ତି କମିଟି ଦ୍ୱାରା ଗ୍ରମବିବାଦର ସମାଧାନ ତୁଳସୀପୁର ବିନୋଦ ପ୍ରଧାନ ଙ୍କ ପାରିବାରିକ ବିବାଦକୁ ନେଇ ଗ୍ରାମବାସୀରେ ଅସ୍ଥିରତା ଦେଖାଦେବାରୁ ସମାଧାନ ପାଇଁ ଜ଼ିଲ୍ଲା ଶାନ୍ତି କମିଟି ଡକାଯାଇଥିଲା ଏଥିନେଇ ତା 10/02/2021ରିଖରେ ଶାନ୍ତି କମିଟିର ସା. ସମ୍ପାଦକ ମଧୁସୂଦନ ପଟ୍ଟନାୟକ ତୁଳସୀପୁର ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଡକାଇ ବିବାଦର ଶାନ୍ତି ପୁର୍ଣ ଆପୋଷ ସମାଧାନ କରାଗଲା

ରାଜକିଶୋର ଦଳବେହେରାଙ୍କ ସଭାପତିତ୍ବରେ ଭରତ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ଗୋପାଳକୃଷ୍ଣ ସ୍ୱାଇଁ, ଦେବରାଜ ବରାଡ଼, ଚକ୍ରଧର ଜେନା, ଜଳଧର ଷଣ୍ଢ, ଗୌରାଙ୍ଗ ପ୍ରଧାନ, କୃପାସିନ୍ଧୁ ଭଟ୍ଟ, କାହ୍ନୁଚରଣ ବେହେରା ଅଂଶଗ୍ରହଣ କରିଥିଲେ । (  (ନୟାୟଗଡ଼ ଜ଼ିଲ୍ଲା,ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version