ରଥ କାଠ ଅନୁକୂଳ ପାଇଁ ନୟାଗଡ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳ ରୁ ପୁରୀକୁ ଗଲା କାଠ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ଦଶପଲ୍ଲା /ନୟାଗଡ :- ଆଗକୁ ଆସୁଛି ରଥଯାତ୍ରା ତେଣୁ ନୟାଗଡ ବନଖଣ୍ଡ ଅଧିନରେ ଥିବା ଦଶପଲ୍ଲା ବନାଞ୍ଚଳ ରୁ ରଥ କାଠ ଅନୁକୂଳ ପାଇଁ ଦୁଇ ଟ୍ରିପ୍ କାଠ ପୁରୀକୁ ଯାଇଛି

 

ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ ଡି ,ଏ ସି ଏ ଏଫ୍ ଅରବିନ୍ଦ ମହାନ୍ତି,ଙ୍କ ଉପସ୍ଥିତିରେ ରଥ କାଠ ଅନୁକୂଳ ପାଇଁ ଟ୍ରକ୍ ସାହାଯ୍ୟରେ କାଠ ଯାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version