ଓଡ଼ିଶା ମୋ ପରିବାର ର ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ବରଗଡ଼ :- ଓଡ଼ିଶା ମୋ ପରିବାର ପକ୍ଷରୁ ଗାଇସିଲେଟ ବ୍ଲକର ଜାମୁଟପାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ ।

ଏଥିରେ ଗ୍ରାମର ୩୨ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ଶିବିର ରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ରୀତା ସାହୁ, ଓଡ଼ିଶା ମୋ ପରିବାର ର ଆବାହକ ଗୈ।ର ହରି ମିଶ୍ର, ଶକୁନ୍ତଳା ମହାପାତ୍ର, ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version