କମାଣ୍ଡିଙ୍ଗ ଅଫିସର ଆଇ.ଏନ୍.ଏସ୍. ଚିଲିକାଙ୍କ ବାଚସ୍ପତିଙ୍କ ସହ ସୌଜନ୍ୟମୂଳକ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ଭୁବନେଶ୍ୱର :- ଆଇ.ଏନ୍.ଏସ୍. ଚିଲିକାର କମାଣ୍ଡିଙ୍ଗ ଅଫିସର ରୂପେ ଦାୟିତ୍ୱ ନେବା ପରେ କମୋଡର ଏନ୍.ପି. ପ୍ରଦୀପ ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ବିଧାନସଭା ପରିସରରେ ସେ ବାଚସ୍ପତିଙ୍କୁ ସାକ୍ଷାତ କରି ବିଧାୟକ ମାନଙ୍କ ପାରାଦୀପ ଗସ୍ତ ପରିପ୍ରେକ୍ଷୀରେ ଆଇ.ଏନ୍.ଏସ୍. ଚିଲିକାର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । କମୋଡର ପ୍ରଦୀପଙ୍କ ସହ କମାଣ୍ଡର କିଶୋର ଚନ୍ଦ୍ର ରାଉତ ମଧ୍ୟ ବାଚସ୍ପତିଙ୍କୁ ସାକ୍ଷାତ କରିଥିଲେ

Exit mobile version