ବ୍ୟଙ୍ଗକବି ଧର୍ମଛଡା ପାଇଲେ “ହାସିକ ଚୂଡ଼ାମଣୀ” ସମ୍ମାନ

ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର )କଟକ /ଅଭିମନ୍ୟୁ ମହାରଣା :- ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗକବି ଧର୍ମଛଡାଙ୍କୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ଓଡ଼ିଶାର ପ୍ରତିଷ୍ଠିତ ସ୍ୱଚ୍ଛାସେବୀ ଅନୁଷ୍ଠାନ “ଉଦୀୟମାନ” ପକ୍ଷରୁ “ହାସିକ ଚୂଡ଼ାମଣୀ” ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି ଉତ୍ସବରେ ଓଡ଼ିଶାର ଚର୍ଚ୍ଚିତ ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି ମୁଖ୍ୟ ଅତିଥି ରୁପେ ଯୋଗଦେଇ ବ୍ୟଙ୍ଗକବି ଧର୍ମଛଡା ଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Exit mobile version