ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ବଜେଟ୍, 1.2.2020 :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟ୍ ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବଜେଟ୍ର କେତେକ ଘୋଷଣାକୁ ସ୍ୱାଗତ କଲାବେଳେ ଆଉ କେତେକ ଘୋଷଣା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦ ଲକ୍ଷ ଚାଷୀ ମାନଙ୍କୁ ସୋଲାର ପମ୍ପ ଯୋଗାଇ ଦେବା, ସମବାୟ ସମିତିର ଟିକସ ରିହାତି ଦେବା, ଜମାକାରୀ ମାନଙ୍କର ଜମା ଟଙ୍କା ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ନୂତନ ଶିକ୍ଷା ନୀତି ଘୋଷଣା ସହ ଏ କ୍ଷେତ୍ରରେ ବିଦେଶୀ ପୁଂଜି ନିବେଶ କରିବା ଉପରେ ସ୍ୱାଗତ ଜଣାଇଛନ୍ତି । ଅନ୍ୟ ପକ୍ଷରେ ପାନୀୟ ଜଳ ଯୋଜନାରେ ଓଡ଼ିଶାର ୩୬୦୦ କୋଟି ଟଙ୍କା ବାକି ରହିବା, କେନ୍ଦ୍ରୀୟ ଯୋଜନାର ଅନୁଦାନ ଓଡ଼ିଶା କ୍ଷେତ୍ରରେ ବୃଦ୍ଧି ନ କରିବା, ପାନୀୟ ଜଳ ପାଇଁ ବରାଦ ହୋଇଥିବା ବ୍ୟୟ ବରାଦ ଆଶାନୁରୂପକ ନ ହେବା, ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ ନ କରିବା ଏବଂ ଓଡ଼ିଶାରେ ଜାତୀୟ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାନଯିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକସେବା ଭବନରେ ଏହି ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ସଂସଦରେ ଶନିବାର ଅର୍ଥମବୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟ୍ ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Related Content
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି
by
Proprietor Abhimanyu Maharana
June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ
by
Proprietor Abhimanyu Maharana
June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ
by
Proprietor Abhimanyu Maharana
June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha
by
Proprietor Abhimanyu Maharana
June 13, 2026
समाज के आर्थिक रूप से कमजोर परिवारों को आर्थिक सहायता
by
Proprietor Abhimanyu Maharana
June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା
by
Proprietor Abhimanyu Maharana
June 13, 2026