ବିଶ୍ୱମ୍ବର ବିଦ୍ୟାପୀଠ କୁ ପୋଷ୍ୟ ବିଦ୍ୟାଳୟ – ପୁରୀ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ପୁରୀ :- ବିଶ୍ୱମ୍ବର ବିଦ୍ୟାପୀଠ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟ କୁ ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକ ଓ ପ୍ରାକ୍ତନ ଛାତ୍ର ସଂସଦ ସହିତ ବିଦ୍ୟାଳୟ ର ସାମଗ୍ରିକ ଉନ୍ନତି ସମ୍ପର୍କରେ ଆଲୋଚନା କରିଅଛନ୍ତି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁଶୀଲ କୁମାର ବ୍ରହ୍ମା, ପ୍ରାକ୍ତନ ଛାତ୍ର ସଂସଦ ଅଧ୍ୟକ୍ଷ ଟି ବାନାମ୍ବର ପାତ୍ର, ଉପସଭାପତି ଅଜିତ କୁମାର ରାୟ, ରବିନାରାୟଣ ସେନାପତି, କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ରଜବନ୍ଧୁ ମହାରଣା, ସମ୍ପାଦକ ସୌମେନ୍ଦ୍ର ଦାସ୍, ମୋ ସ୍କୁଲ

ଅଭିଯାନର ଅଧ୍ୟକ୍ଷ ରମା ବଲ୍ଲଭ ମହାପାତ୍ର, ବିରେନ୍ଦ୍ର କୁମାର ଶାସ୍ତ୍ରୀ, ଅରବିନ୍ଦ ଦାସ, ଦିବାକର ଦଳେଇ, ତନ୍ମୟ ଚାଟାର୍ଜୀ, ସତ୍ୟକାମ ସାହୁ, ଦେବାଶିଷ ମିଶ୍ର, ମୌସୁମୀ ଦତ୍ତ, ସଞ୍ଜୀବ ରଥସର୍ମା, ସଂଗ୍ରାମ କାନୁନଗୋ, ଦେବେନ୍ଦ୍ର ନନ୍ଦ, ବିଶ୍ୱନାଥ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ପୁଲିନ୍ ବିହାରୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version