ବ୍ରାହ୍ମଣୀ ସାହି ପଂଚାୟତର କଂଗ୍ରେସ ଦଳରୁ ବହିଷ୍କାର ସରପଞ୍ଚ – ବିଜେଡିରେ ମିଶିଲେ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) କେନ୍ଦ୍ରାପଡ଼ା :- ରାଜନଗର ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣସାହି ପଞ୍ଚାୟତ ର ନାଉକୋଣା ଠାରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବରେ ମାନ୍ୟବର ବିଧାୟକ ରାଜନଗର ଶ୍ରୀଯୁକ୍ତ ଧ୍ରୁବ ସାହୁ ଙ୍କ ଦୃଢ ନେତୃତ୍ବରେ ଅନୁପ୍ରାଣିତ ହୋଇ ବ୍ରାହ୍ମଣସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବାଲ୍ମୀକି କୁମାର ସେଠୀ ତାଙ୍କର ଶତାଧିକ ସମର୍ଥକ ମାନଙ୍କ ସହିତ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି , (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ) 

Exit mobile version