ଦିତୀୟ ପର୍ଯ୍ୟାୟରେ ଆଗଧାଡିର କୋଭିଡ଼ ଯୋଦ୍ଧା ମାନେ କରୋନା ଟୀକାନେଲେ

 

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) କଟକ :- କରୋନା ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଥିଲା । ଏବେ ଦେଶରେ ଚାଲିଛି. ଶନିବାର ସକାଳ ୯ଟାରେ କଟକର ନେତାଜୀ ଇନଡୋର ଷ୍ଟାଡିୟମରେ, ଖୋଲାଯାଇଥିବା ଟିକାକରଣ କେନ୍ଦ୍ରକୁ ପୋଲିସ ଡିଜିପି ଶ୍ରୀ ଅଭୟ ଫିତାକାଟି ଉଦଘାଟନ କରିଥିଲେ । ପରେପରେ ଡିଜିପି ଅକ୍ଷୟ ଟୀକା ନେଇଥିଲେ ।

ପରେପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, କଟକ ଡିସିପି ପ୍ରତିକ ସିଂହ , କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମଗାର୍ଡ଼, ଅଗ୍ନିଶମ,ଷଷ୍ଠ ବାଟାଲିୟନ ଆଦି ୧୧ ଗୋଟି ପ୍ରତିଷ୍ଠାନର ଛଅ ହଜାର ଆଠଶହ ଛଷଷ୍ଠି ଜଣ କର୍ମଚାରୀଙ୍କୁ ଟିକା କରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ସେହିପରି ଆଜି କଟକ ଜଲ୍କାପାଳ ଭବାନୀ ଶଙ୍କର ଚୟନୀ , ଉପଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀ ମାନେଟୀକା ନେଇଥିଲେ । (କଟରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version